ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଚାଲିଲା ଟ୍ରାଫିକ୍‌ ଧରପଗଡ଼

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଟ୍ରାଫିକ୍‌ରେ ଭିଡ଼ ବଢ଼ିଛି। ତାଲାବନ୍ଦ କଟକଣା‌ରେ ମାତିଥିବା ପୁଲିସ୍ ମଧ୍ୟ ଅନେକାଂଶରେ ଚାପମୁକ୍ତ ହୋଇଛି। ତେଣୁ ଆଜିଠାରୁ କମିସନରେଟ୍‌ ପୁଲିସ ପକ୍ଷରୁ ପୁଣିଥ‌ରେ ଉଲ୍ଲଙ୍ଘନକାରୀଙ୍କୁ ଧରପଗଡ଼ ଆରମ୍ଭ ହୋଇଯାଇଛି। ସହିଦନଗର ଥାନାର ବିଭିନ୍ନ ଅଞ୍ଚଳରେ ଆଜି ଚଢ଼ଉ ହୋଇଛି। ବିନା‌ ମାସ୍କ, ବିନା ହେଲ୍‌ମେଟ୍‌, ତାଲାବନ୍ଦ ସମୟରେ ସାମାଜିକ ଦୂରତ୍ୱ କଟକଣା ଉପରେ ଆଜି ଜୋରଦାର ଚଢ଼ଉ ହୋଇଛି। ଶନିବାର ପାଖାପାଖି … Continue reading ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଚାଲିଲା ଟ୍ରାଫିକ୍‌ ଧରପଗଡ଼